ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଶ୍ବତବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଶ୍ବତବାଦ   ବିଶେଷ୍ୟ

ଅର୍ଥ : ଯେଉଁ ଦାର୍ଶନିକ ସିଦ୍ଧାନ୍ତ ଅନୁସାରେ ଆତ୍ମା ଏକ ରୂପ, ଚିରନ୍ତନ ଓ ନିତ୍ୟ, ଏହାର ଆଦୌ ନାଶ ହୁଏନାହିଁ କିମ୍ବା ଏଥିରେ କୌଣସି ବିକାର ନ ଥାଏ

ଉଦାହରଣ : ଆମ ଶିକ୍ଷକ ଶାଶ୍ବତବାଦର ଅନୁଗାମୀ


ଅନ୍ୟ ଭାଷାରେ ଅନୁବାଦ :

यह दार्शनिक सिद्धांत कि आत्मा एक रूप, चिरंतन और नित्य है, उसका न तो कभी नाश होता है और न कभी उसमें किसी तरह का विकार आता है।

हमारे गुरुजी शाश्वतवाद के अनुयायी हैं।
शाश्वत वाद, शाश्वत-वाद, शाश्वतवाद